ମୋ ଆଖିରେ ତୁ… (ସପ୍ତମ ଭାଗ)
ଧୀରେ ଧୀରେ ଭିତରକୁ ତୁ ପ୍ରବେଶ କରିବା ଲକ୍ଷ୍ୟକରି ନବବଧୂଟିଏ ପରି ମହାଲକ୍ଷ୍ମୀ ସ୍ମିତହାସ୍ୟ ଦେଉଥିଲେ । ମହାମାନବୀୟ ମହାଳୀଳାର ସମାପନ ହେବାକୁ ଯାଉଥିଲା । ସାରା ସଂସାର ସାକ୍ଷୀ ରହିଥିଲା କିପରି ତୁ ମାନବ ସମାଜକୁ ସମାନତାର ଶିକ୍ଷା ଦେବାକୁ ଚାହୁଁଥିଲୁ… ତାହା ଦେଖିବା ପାଇଁ । ଜଣେ ଆଦର୍ଶ ପତ୍ନୀ ପରି ମାଆ ତୋ’ର ପଦକ୍ଷାଳନ କରି ସେହି ପାଦୁକ ପାଣିକୁ ଗର୍ଭକୁ କ୍ଷେପିଥିଲେ…!! କାଳିଆରେ… ତୋ’ର ଏଇ ପଦଧୁଆ ପ୍ରସଙ୍ଗ ସତରେ କେତେ…