ମାଧବୀ ମଧୁସ୍ମିତା

ମାଧବୀ ମଧୁସ୍ମିତା ପେଶାରେ ଜଣେ ଗବେଷିକା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।

Odia Story Agalpa (ଅଗଳ୍ପ) by Madhabi Madhusmita Bhanjadeo

ଅଗଳ୍ପ

ଆସନ୍ତାକାଲି ଠାରୁ ତାଲା ବନ୍ଦ ହେବ ୭ଟି ଜିଲ୍ଲାରେ । – କ’ଣ? ସତରେ ! – ହଁ ପରା । ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଘୋଷଣା । ଧାରା ୧୪୪ ଲାଗିବ ୭ଟି ଜିଲ୍ଲାରେ । – ତା’ ମାନେ ସବୁ ଯିବା ଆସିବା ପରିବହନ ବନ୍ଦ କାଲିଠାରୁ? ତା’ ମାନେ ମୁଁ ଆଉ ଆସିପାରିବିନି ତ ଏଠିକୁ !? – ହଁ ଭଲ ହେବ ।…

ଅଧିକ ପଢ଼ନ୍ତୁ
Astamaranga

ଅଷ୍ଟମରଙ୍ଗ

୧ – ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା? – ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ ! – ଚାଲ ଲୁଚକାଳି ଖେଳିବା ସବୁଥର ଭଳି ! – ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ – ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪…. – ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା । – ବାପା…

ଅଧିକ ପଢ଼ନ୍ତୁ
nian-phula

ନିଆଁ ଫୁଲ

୧. ଅଳସୁଆ ଖରାବେଳ ଅଗନା ଅଗନି ବନସ୍ତ ନହେଲେ ବି ଘଞ୍ଚ ଜଙ୍ଗଲ । ଶୀତ ଦିନିଆ ଦିପହର ! ଜଙ୍ଗଲ ଭିତରେ ଦିନ ବେଳରେ ବି କାଲୁଆ ପବନ । ଦେହ ଶୀତେଇ ଯାଉଛି । ଗଛ ଆଢ଼ୁଆଳ କି ବୁଦା ପଛ ଛାଡ଼ି ଫର୍ଛାରେ ଖରା ପଡ଼ିଥିବା ପଥର ଉପରେ ପେଟେଇ ଉଷୁମ ଟାଣୁଛି ବାଘୁଣୀ । କେତେ ରାତି ହେଲାଣି ଗୋଟେ ବାର୍‌ହା ପଛରେ ପଡ଼ି ନିଦ ଠିକରେ ହେଇନଥିଲା । କାଲି…

ଅଧିକ ପଢ଼ନ୍ତୁ
badhi-chhadigala-pare

ବଢ଼ି ଛାଡ଼ିଗଲାପରେ…..

(୧) ପଖାଳ ବେଲା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଆଉ ବିଲାତି ବାଇଗଣ ପାଗ ଥାଳିଟି ବାଢ଼ୁ ବାଢ଼ୁ ରମା କହୁଥିଲା ବିଜୁକୁ, “ହେଇଟି ଶୁଣିଲଣି ନା ନାଇଁ? ସେଇ ଯୋଉ ରିକିସାରେ ମାଇକି ବୁଲେଇ ବୁଲେଇ କ’ଣ ଗୋଟେ ଶୁଣେଇ ଶୁଣେଇ ଯାଉଥିଲା ୨୪ ଘଣ୍ଟା ଭିତରେ ନିଜ ନିଜ ଘର ଖାଲି କରି ଉଚ୍ଚା ସୁରକ୍ଷିତ ଜାଗାକୁ ପଳେଇବା । କାଳେ ନଈ ବଢ଼ିଛି !” ବିଲାତି ପାଗରେ ଲଙ୍କା ଦଳୁ ଦଳୁ ବିଜୁ କହିଲା,…

ଅଧିକ ପଢ଼ନ୍ତୁ