ଲୋକନାଥ ସାହୁ

ଲୋକନାଥ ସାହୁ ଓଡ଼ିଆ ଭାଷାରେ ଗପ ଓ କବିତା ଆଦି ରଚନା କରିଥାନ୍ତି ।

Apeksha

ଅପେକ୍ଷା

ସେଦିନ ରବିବାର ଥିଲା । ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ…

ଅଧିକ ପଢ଼ନ୍ତୁ