ଗୁରୁଜୀ
ଦାନ ମଧ୍ୟେ ବିଦ୍ୟା ଦାନ ଶ୍ରେଷ୍ଠ ମହୀତଳେ, ମୂରୁଖ ମହାନ ସାଜେ ଗୁରୁ କୃପା ବଳେ । ଜ୍ଞାନାଲୋକ ଦେଇ ଯିଏ ନିଇତି ହସାଏ, ସିଏ ପରା ମାତା-ପିତା ଗୁରୁ ପରା ସିଏ । ଯୁଗେ ଯୁଗେ ଗୁରୁ ପୂଜା ରହିଛି – ରହିବ… କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ? ଗୁରୁ ବାଣୀ ଗଙ୍ଗା ପରି ଶାଶ୍ଵତ – ପବିତ୍ର, ସୁନ୍ଦର – ସତ୍ୟ – ପ୍ରଶାନ୍ତି ମଧୁର – ଅମୃତ ।…