କୁମର ଲାଲ ରଣା

କୁମର ଲାଲ ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର ବଂଶ କୁମ୍ଭାର ସୋରଡ଼ାରୁ ବାସ ନାମ ସରଡ଼ିଆ ବାବେର ବଂଶ ବୋଲାଇ । ପାଟଣାଗଡ଼ରୁ ବଂଶ ପଟନିଆ ବାବେର ବୋଲି ଜଣାଇ ॥ କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ ଉତ୍ପତି ବାବେର ବଂଶ…

ଅଧିକ ପଢ଼ନ୍ତୁ