କୃଷ୍ଣ ଚରଣ ସାହୁ

କୃଷ୍ଣ ଚରଣ ସାହୁ କବିତା ଓ ଗଳ୍ପରେ ରୁଚି ରଖନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

aprasasta-jibanara-eka-adhyaya

ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

“ଦଇବ ଦଉଡ଼ି ମଣିଷ ଗାଈ” । ଜୀବନରେ ସମସ୍ତେ ଏକ ସଂକୀର୍ଣ୍ଣ ପଥ ଖୋଜନ୍ତି ଯେମିତି ସେମାନଙ୍କ ଯାତ୍ରାରେ ବାଧା ସୃଷ୍ଟି ନହୁଏ । ଏମିତି ଅନେକ ବୃଥା ପ୍ରୟାସ କରି କ୍ଲାନ୍ତ ସମୟରୁ ଅବସର ନେଇ ପୁରୀ ଯିବାପାଇଁ ମନସ୍ଥ କଲି । ଚିନ୍ତାଗ୍ରସ୍ତ ମନରେ କିଛି ଅପୂର୍ଣ୍ଣ ବେଦନାର ହାହାକାର ଶୁଭୁଥିଲା । ପାଠ ପଢ଼ିବା ପାଇଁ ଗାଁ’ରୁ ସହର ସିନା ଚାଲିଆସିଥିଲି ହେଲେ ଏବେ ପର୍ଯ୍ୟନ୍ତ ବେକାରୀ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ ।…

ଅଧିକ ପଢ଼ନ୍ତୁ