ମା’
ମା’ଲୋ ତୋ’ର ସେ ସ୍ନେହବୋଳା ହାତ ଯେବେ ତୁ ମୋ-ମଥାରେ ରଖିଦେଉ ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା । ମା’, ତୋ’ର ସେ ମଧୁବୋଳା କଥା ତୋ’ ମୁଖରୁ ପଦେ ଶୁଣିଦିଏ ଯେବେ ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା ଥାଏ ଆବଶ୍ୟକତା? ମା’, ତୋ ଓଠର ସେ ହସ ଟିକକ ଯେବେ ମୁଁ ଅବସାଦ କ୍ଷଣେ ଦେଖିଦିଏ ସବୁ ଅବଶୋଷ ମେଣ୍ଟିଯାଏ ମା’, ପାଏ ମୁଁ ପୂର୍ଣ୍ଣ-ତୃପ୍ତତା । ମା’, ତୁ କେମିତି ଖୋଜି…