କଲେଜ୍ ଗେଟ୍
ସେଦିନ ସକାଳୁ ସକାଳୁ ନିତଦିନ ପରି ଦିନଚର୍ଯ୍ୟା ପୂର୍ବରୁ ତାକୁ ଦେଖା କରିବାର ଲାଳସାରେ ଶୀଘ୍ର ଗାଧୋଇ ପଡ଼ି ବାହାରିଲି କଲେଜ ଗେଟ୍ ପାଖକୁ, ସାଙ୍ଗମାନଙ୍କ ସହିତ ଖଟି ଚାଲୁଥାଏ କିନ୍ତୁ ନଜର ଖୋଜୁ ଥାଏ ତା’ର ପ୍ରଥମ ଝଲକ୍ର ଝାପସାରେ ଆଖି ପଖାଳିବା ପାଇଁ… କିନ୍ତୁ ଏ କ’ଣ??? ଗୋଟେ ପରେ ଗୋଟେ କଲେଜ ବସ୍ ଧସେଇ ଆସିଲା, ହେଲେ ସେ କାଇଁ?? ସେଦିନ ତା’ ବସ୍ ଟିକେ ଡେରିକରି ଆସିଲା ! ବସ୍ର କାଚ…