ଜ୍ୟୋତି ପ୍ରକାଶ ସାହୁ

ଜ୍ୟୋତି ପ୍ରକାଶ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Prathama Prema

ପ୍ରଥମ ପ୍ରେମ

ପ୍ରଥମ ଦେଖାରେ ଯେବେ, ତାକୁ ମନ ଦେଇ ଆସିଲି । ଜଣେ ଅଜଣା ଚେହେରାକୁ ହୃଦୟ ଆଇନାରେ ଆଙ୍କିଦେଇ ଆସିଲି ॥ ଆଖିପଲକରେ ଯେବେ ମୋର, ତା’ ସ୍ୱପ୍ନନେଇ ଆସିଲି । ଜଣେ ଅଜଣା ଚେହେରାକୁ ନିଜର ଭାବିଦେଇ ଆସିଲି ॥ ଲୁଚି ଲୁଚି ତାକୁ ଦେଖୁଥାଏ ନିତି, ତାକୁ ନଦେଖିଲେ ଥରେ, ରାତିରେ ନିଦ ଆସେନା । ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥ ଏକା ଏକା ଆଉ ଜୀବନଚଲାପଥେ ଚାଲିବାକୁ…

ଅଧିକ ପଢ଼ନ୍ତୁ