ନିଜ ଇଲାକାରେ
ଚଳ ଚଞ୍ଚଳ ଅସ୍ଥିର ଏ ମନ ରାତ୍ରୀର ରାଣୀ ପାହୁଣ୍ଡେ ପାହୁଣ୍ଡେ ଆଗକୁ ବଢ଼ାଉଛି ପାଦ । ଚାରିଆଡ଼ ଶୁନଶାନ ନିଃଶବ୍ଦ ଆକାଶରୁ ଝରିପଡ଼ୁଛି ଅଦିନିଆ ଫଗୁଣର କେଇଟୋପା ଲୁହ । ଶରୀରଟା ଅଳ୍ପ ଭିଜିଲା ଗେଣ୍ଡାପରି ଆଖିରେ ଜକେଇ ଉଠୁଛି ତରଳ ଲାଭା ସତେ କି ବାହାରି ଆସିବ ଅଚିହ୍ନା ବ୍ୟକ୍ତିଙ୍କ ଅଚିହ୍ନା ମୁହଁ । ବ୍ୟାକୁଳତା ବ୍ୟତିବ୍ୟସ୍ତ କରେ ମନରେ ସାହସ ଓ ଦମ୍ଭ ପାଦ ବଢ଼ାଏ ଆଗକୁ ଆଗକୁ । ସ୍ୱପ୍ନ ଅସରନ୍ତି…