ଜୟନ୍ତୀ ପଣ୍ଡା

ଜୟନ୍ତୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ahe Jagannath (ଆହେ ଜଗନ୍ନାଥ) by Jayanti Panda

ଆହେ ଜଗନ୍ନାଥ

ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ଦୟା ସାଗର ତୁ ଭାବ ମନ୍ଦିର । କୃପା କର ଆହେ ହେ କରୁଣାକର ॥ ନୀଳାଚଳ ଧାମେ ବିରାଜି ମହନ୍ତ । ଜଗତର ଦାତା କାଳିଆ ସାଆନ୍ତ ॥ ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ପୁଣ୍ୟ ସମୀର ଜଗତର ବୀର । ପରମ ଉଦାର କାଳିଆ ଠାକୁର ॥ ଶରଣବତ୍ସଳ ହେ ରଙ୍କରତନ । ଜଗତବାସୀର ତୁ ମନମୋହନ ॥ ଜଗତର ନାଥ ଆହେ ଜଗନ୍ନାଥ ।…

ଅଧିକ ପଢ଼ନ୍ତୁ