ଆଇସକ୍ରିମ୍
ବୈଶାଖ ମାସର ଧୁ ଧୁ ଟାଣ ଖରା ଆଉ ତାତିଲା ପବନ କଥା କିଏ ବା ନ ଜାଣେ । ସମଗ୍ର ଧରା ତୃଷ୍ଣାର୍ତ୍ତ ଆଉ ବ୍ୟାକୁଳ, ସବୁଆଡ଼େ ଖାଲି ଅଗ୍ନି ବର୍ଷ । । ମୋ ବୟସ ସେତେବେଳେ ଛଅ କି ସାଢ଼େ ଛଅ ହୋଇଥାଏ । ଗାଁକୁ ଆଇସକ୍ରିମ୍ବାଲା ଆସିଲେ ମୋ ଖୁସି ଆଉ କହିଲେ ନସରେ । ଆଜି କାଲି ତ ହାତ ପାହାନ୍ତରେ ଭଳି କି ଭଳି, ରକମ ରକମ ଆଇସକ୍ରିମ୍…