ଜ୍ଞାନ ରଞ୍ଜନ ପଣ୍ଡା

ଜ୍ଞାନ ରଞ୍ଜନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଲେଖନ୍ତି । ତାଙ୍କ ରଚିତ ଲେଖାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି । ଏତଦ୍‌ବ୍ୟତୀତ ସେ ଜଣେ ସମାଜସେବୀ ଭାବରେ ନିସ୍ୱାର୍ଥପର ଭାବରେ ଅନେକ ସେବାକାର୍ଯ୍ୟ କରନ୍ତି ।

Samayaku Ki aba Bharasa (ସମୟକୁ କି ଅବା ଭରସା) by Gyana Ranjan Panda

ସମୟକୁ କି ଅବା ଭରସା

ଛାତ ଉପରେ ବସି ରାତିର ଅନ୍ଧାରରେ ଆକାଶର ବିଶାଳତାକୁ ପରଖୁଥିଲି । ଆକାଶରେ ଝଲସୁଥିବା ଟିକି ଟିକି ତାରାମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ । ଏହି ସୀମାହୀନ ଆକାଶରେ କେତେ ଯେ ବଡ଼ ବଡ଼ ଗ୍ରହ ଏବଂ ତାରା ପୁଞ୍ଜ ଅଛନ୍ତି ତାହା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ଏତେ ବଡ଼ ବିଶାଳ ବିଶ୍ୱ ତୁଳନାରେ ମୋର ଅବସ୍ଥିତି କେତେ ଯେ ନଗନ୍ୟ ତାହା ସହଜରେ ଅନୁମେୟ । ଏହି ଅନନ୍ତ…

ଅଧିକ ପଢ଼ନ୍ତୁ
Samaya Srotare Jibana

ସମୟ ସ୍ରୋତରେ ଜୀବନ

ସମୟ ଗଡ଼ିଚାଲେ ଅବିରତ ଅବିରାମ ଅବିଶ୍ରାନ୍ତ ଭଳି ଆମେ ହିସାବ ରଖୁ ଦିନ ପରେ ମାସ ମାସ ପରେ ବର୍ଷ ଶୁଭ ଅଶୁଭ ଭଲ ମନ୍ଦ ଏସବୁ ତ ଆମ ବିଚାର କିନ୍ତୁ… ସମୟ ତ ନିର୍ବିକାର ॥ ମୋର ଉପସ୍ଥିତି ହିଁ ସମୟକୁ ଧାର୍ଯ୍ୟ କରେ କେବେ କେତେବେଳେ କ’ଣ କରିବା ନକରିବା ତା’ପରେ ବି ନୟତି ସ୍ଥିର କରେ କ’ଣ କିପରି କେମିତି ଘଟିବ ॥ ସମୟ ସ୍ରୋତରେ ତ ଆମେ ଶୁଖିଲା ପତ୍ର…

ଅଧିକ ପଢ଼ନ୍ତୁ