ଅଜଣା ଆକାଶର ତାରାଟିଏ
ନଈ ସେ ପାଖରେ ତୁମେ ନଈ ଏ ପାଖରେ ମୁଁ, ଦିନ ଥିଲା ତୁମେ ମୋତେ ଚାହୁଁଥିଲ ମୁଁ ବି ଚାହୁଁଥିଲି ତୁମକୁ !!! ପରସ୍ପର ପରସ୍ପରକୁ ଦେଖୁଥିଲେ ପୁଣି ବି ଖୋଜୁଥିଲେ ଆହୁରି ବି ଭାବୁଥିଲେ ଥିଲା ସିଏ ପାଇବାର ବେଳ । ଆହା ! କାହା ଅଗଣାରେ ଫୁଲଟିଏ ହୋଇ ଫୁଟିବି କି? ଏ ଆଶାର କ୍ଷୀଣ ରେଖାଟିଏ ନଥିଲା । ଝାପ୍ସା ଆଖିରେ ଏହା ଚିହ୍ନଟିଏ ବି ହୋଇ ନ ଥିଲା ।…