ଗଣେଶ ପୃଷ୍ଟି

ଗଣେଶ ପୃଷ୍ଟି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Kie Se (କିଏ ସେ) by Ganesh Prusty

କିଏ ସେ?

କିଏ ଆଙ୍କି ଦେଲା ନୀଳ ଆକାଶର କାନ୍‌ଭାସ୍‌ରେ ଧଳା ବାଦଲର ଛବି? କିଏ ଭରି ଦେଲା ମାନସ ପଟଳେ ପ୍ରେମ ଭରା ମିଠା ଗୀତି? କାହାଲାଗି ସଜା ସୁନ୍ଦର ଦୁନିଆ ଆତ ଜାତ ଚନ୍ଦ୍ର ରବି? ଖୋଜିଲି ଅନେକ… ସେ ଅଦୃଶ୍ୟ ପ୍ରତିମାକୁ ପାରିଲିନି କେବେ ଦେଖି । ହୃଦ୍‌ବୋଧ ହେଲା ସବୁ ତ ତାଙ୍କର ସେ ସ୍ରଷ୍ଟା ସେ ସୃଷ୍ଟି । ସର୍ବତ୍ର ବିଦିତ ଅସୀମ ଅନନ୍ତ ନାହିଁ ତାଙ୍କ ପ୍ରତିଛବି । – ଗଣେଶ ପୃଷ୍ଟି ଗଣେଶ ପୃଷ୍ଟିଗଣେଶ…

ଅଧିକ ପଢ଼ନ୍ତୁ