ଆରବ୍ୟ ରଜନୀର ସହର
ବ୍ରିଟେନରୁ ଫେରିବା ସମୟରେ ସଂଯୁକ୍ତ ଆରବର ରାଜଧାନୀ ଏବଂ ଅନ୍ୟତମ ବିତ୍ତଶାଳି ରାଷ୍ଟ୍ର ଆବୁଧାବିରେ (Abu Dhabi) ଦୁଇ ଦିନ ରହିବା ଯୋଜନା କରାଯାଇଥିଲା । ଯେହେତୁ ପୂର୍ବରୁ ଦୁବାଇ ମାଧ୍ୟମରେ ଆରବୀୟ ସଂସ୍କୃତି ଉପରେ ସମ୍ୟକ ଧାରଣା ହୋଇଯାଇଥିଲା, ଆବୁଧାବି ପହଞ୍ଚିବା ପରେ ବିଶେଷ କିଛି ନୂଆ ଲାଗିଲାନି । ଏବଂ ଗୋଟିଏ କଥା ହିଁ ସମାନ ଥିଲା, ଅସହ୍ୟ ତାତି । ପର୍ସିଆନ ଗଲ୍ଫ ସାଗର ଘେରି ରହିଥିବା ପ୍ରାଚୁର୍ଯ୍ୟମୟ ଦ୍ୱୀପ ଆବୁଧାବି ସଂଯୁକ୍ତ…