ରାକ୍ଷୀ
ବରଷକେ ଥରେ ଆସିଛି ଏହି ଗୋଟିଏ ଦିନ ଭାଇ ଭଉଣୀଙ୍କ ସମ୍ପର୍କରେ ଗଢ଼ା ଏହି ରକ୍ଷା ବନ୍ଧନ ମନରେ ନରୁହେ ମାନ ଅଭିମାନ ସୂତା ଖିଅ ଯୋଡ଼ିଦିଏ ଭାଇ ଭଉଣୀଙ୍କ ମନ ଭାଇ ଭଉଣୀ ସମ୍ପର୍କ ଏକ ଅତୁଟ ଭାବ ବନ୍ଧନ ସଦା ମାନସିକ ରଖିଥାଏ ଭଉଣୀ ଭାଇର ଦୀର୍ଘାୟୁ ଜୀବନ ମସ୍ତକେ ଲଗାଇ ଚନ୍ଦନ ସିନ୍ଦୁର ଦେଇ ଦୀପ ଧୂପ ଆଳତି ଭଉଣୀ କାମନା କରୁଛି ପ୍ରଭୁ ହେ ଭାଇ ଙ୍କ ଜୀବନେ କେବେ ନଆସୁ…