ଦୀପକ କୁମାର ନାୟକ

ଦୀପକ କୁମାର ନାୟକଙ୍କ ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ସ୍ଥିତି କୁସ୍ତିରlରେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Kashatandi Phula (କାଶତଣ୍ଡୀ ଫୁଲ) by Deepak Kumar Nayak

କାଶତଣ୍ଡୀ ଫୁଲ

ମା’ ଆସିବେ ବୋଲି ଧରା ହୋଇଛି ସଜେଇ । ଦୂର ଆକାଶ ତତେ ମୃଦୁ ମଳୟରେ ହସେ କାଶତଣ୍ଡୀ । ବିଲ ପାଟ ଫୁଟେ ନଦୀ ଗର୍ଭେ ଲାଗେ କେଡ଼େ ସୁନ୍ଦର । ଜଗତ ଜନନୀ ଆସିବେ ଧରାକୁ ଫୁଲେ ଫୁଲେ ସଂସାର ଦୁଃଖ ହରିବେ । ଜହ୍ନି ଫୁଲ ଅଗସ୍ତି ମଞ୍ଜରି ଧରା ଲାଗେ ସୁନା ସୁନା ରୂପେ ତାର । ସବୁଜ ଦେହେ ଧବଳ ଫୁଲ ଲାଗେ ମନୋହର ସତେ l – ଦୀପକ…

ଅଧିକ ପଢ଼ନ୍ତୁ