ଥରେ ମଧୁପୁର ଗାଁରେ
ହରି ବୋଲି ଜଣେ ବ୍ୟକ୍ତି ରହୁଥିଲା । ସେ ବହୁତ ଗର୍ବୀ ଏବଂ ଅତ୍ୟନ୍ତ ଅମାନୁଷିକ ବ୍ୟକ୍ତି ଥିଲା । ଥରେ ମଧୁପୁର ଗାଁକୁ ବାବା ସତ୍ୟାନନ୍ଦ ଆସିଥିଲେ କିଛି ଦିନ ସତସଙ୍ଗ ପାଇଁ । ଦିନେ ହରିକୁ ତା’ ସ୍ତ୍ରୀ କହିଲା ଜଣେ ବାବା ଆସିଛନ୍ତି, ତାଙ୍କୁ ଦେଖାକରିବାକୁ । ହରି ପ୍ରଥମେ ରାଜି ହେଉନଥିଲା, ପରେ ହରି ତାଙ୍କ ପାଖକୁ ଗଲା, ଯାଇ ପଚାରିଲା ଦୁନିଆରେ କେମିତି ଶାନ୍ତିରେ ରହିହେବ । ବାବା କହିଲେ,…