ବିଶ୍ୱଜିତ ରାଉତ

ବିଶ୍ୱଜିତ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି ।

Jogyata

ଯୋଗ୍ୟତା

ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ । – “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।” – “ହଁ ମାଡମ କୁହନ୍ତୁ ।” – “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି ।…

ଅଧିକ ପଢ଼ନ୍ତୁ
bhasa-badalara-chhai

ଭଷା ବାଦଲର ଛାଇ

ପ୍ରଦୋଷର ପ୍ରାଇଭେଟ କମ୍ପାନୀ ଚାକିରୀଟା ଚାଲିଯାଇଛି । ସଞ୍ଚିତ ଅର୍ଥରେ କେତେଦିନ ଚଳିବେ? ଏଇ କିଛିଦିନ ତଳେ ଝିଅ ଝିଲିର ଜନ୍ମଦିନ ଥିଲା । ପ୍ରଦୋଷର ସ୍ତ୍ରୀ ସବିତା ଝିଅ ଝିଲି ପାଇଁ ଡ୍ରେସ କିଣି ବାହାରିଥିଲା । ମାତ୍ର ଝିଲି ଅଭିଜ୍ଞ ଝିଅଟି ପରି କହି ଉଠିଥିଲା, “ଦେଖ ମାମା ! ମୋର ଏତେ ସବୁ ଡ୍ରେସ ଅଛି, ଆଉ ଆଣିବା ଦରକାର କ’ଣ? ବାବାଙ୍କ ଚାକିରୀ ହେଇଗଲେ ମତେ ବଳେ ନୂଆ ଡ୍ରେସ କିଣିକି…

ଅଧିକ ପଢ଼ନ୍ତୁ