ବିରଜା ପ୍ରସାଦ ମହାନ୍ତି

ବିରଜା ପ୍ରସାଦ ମହାନ୍ତି (ଜନ୍ମ: ୧୮ ସେପ୍ଟେମ୍ବର ୧୯୫୦) ୨୦୧୦ ମସିହାରେ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ଲେଖାଲେଖି ଆରମ୍ଭ କରିଥିଲେ । ଲେଖାଲେଖି ଆରମ୍ଭ କରିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ରଚିତ ବିଭିନ୍ନ ରଚନା ସମ୍ବାଦ, ଗଳ୍ପଭୂମି, ପକ୍ଷୀଘର, ସମ୍ବାଦ କଳିକା, କଥା, ନବଲିପି, କଥା କଳିକା ଆଦି ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକାଆଦିରେ ପ୍ରକାଶ ପାଇଛି । ଶୁଭପଲ୍ଲବରେ ତାଙ୍କର ବିଭିନ୍ନ ରଚନାମାନ ପ୍ରକାଶ ପାଉଛି ।

Bastari Ki Saruti

ବାସ୍ତରୀ କି ସତୁରୀ

ମୁକୁନ୍ଦ ମୋ ସହ ହାଇସ୍କୁଲରେ ପଢ଼ୁଥିଲା । ଦଶମ ଶ୍ରେଣୀରେ ଫେଲ୍ ହୋଇଯିବା ପରେ ପାଠପଢ଼ା ଛାଡ଼ି ଜଜମାନୀ ଆରମ୍ଭ କଲା । ତା ନନା ଆମ ସେ ଛୋଟିଆ ସହରରେ ଜଣେ ପୁରୋହିତ ଥିଲେ । ମୁଁ ଏକାଦଶ ପାସ୍ କରି କଲେଜରେ ପଢ଼ିବାକୁ କଟକ ଗଲି । ପ୍ରି-ପ୍ରଫେସନାଲ ପରୀକ୍ଷା ପରେ ଖରାଛୁଟିରେ ଘରକୁ ଆସିଥାଏ । ମୁକୁନ୍ଦ ଦେଖାହେଲା । ତା ମୁହଁଟି ସବୁ ବେଳେ ହସ ହସ । ଉପର ଦାନ୍ତଗୁଡ଼ିକ…

ଅଧିକ ପଢ଼ନ୍ତୁ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ…

ଅଧିକ ପଢ଼ନ୍ତୁ