ବିପ୍ଲବ କୁମାର ପାତ୍ର

ବିପ୍ଲବ କୁମାର ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Apurnata Odia story by Biplab Rout

ଅପୂର୍ଣ୍ଣତା

ଦିନେ ସାଇଟ କାମ ପାଇଁ ଏକ ବସ୍ତି ଅଞ୍ଚଳ ଦେଇ ଯାଉଥାଏ । ପ୍ରବଳ ଭୋକ ଲାଗୁଥାଏ । ଗୋଟିଏ ଚା’ ଦୋକାନରେ ଅଟକି ବିସ୍କୁଟ ଖାଉଥାଏ । ହଟାତ୍ ନଜର ପଡ଼ିଲା ଗୋଟିଏ ଝିଅ ଉପରେ । ଝିଅଟିର ବାମ ହାତ ନଥିଲା । କିନ୍ତୁ ନିଜର ଗୋଟିଏ ହାତରେ ସେ ବାଡ଼ିଟିଏ ଧରି ପିଜୁଳି ପାରୁଥାଏ । ଦୋକାନରେ ଛିଡ଼ା ହୋଇଥିବା ଜଣେ ଯୁବକ ଦୋକାନୀକୁ କହିଲା- “ଭାଇ ଝିଅଟା ଦେଖିବାକୁ ସୁନ୍ଦର କିନ୍ତୁ…

ଅଧିକ ପଢ଼ନ୍ତୁ