ବିଜୟ କୁମାର ଜେନା

ବିଜୟ କୁମାର ଜେନା ପେଶାରେ ଜଣେ ସରକାରୀ ଚାକିରୀଆ ଏବଂ ନିଶା ତାଙ୍କର ଓଡ଼ିଆ ଭାଷାରେ ଗପ ଓ କବିତା ଆଦି ରଚନା କରିବା ।

picnic-re-prabhu

ପିକନିକରେ ପ୍ରଭୁ

କୁହୁଡ଼ି ଭିତରୁ ଧାରେ ଆଲୁଅ ପରି ବାଟଟିଏ ଲମ୍ବି ଆସିଛି ସୁନାଯୋଡ଼ିକୁ ଗଉଡ଼ ଗୁଡ଼ାରୁ, ସେଇ ବାଟରେ ଆଜି ମାଣିକ ଆସିଲା… ସବୁଦିନେ ସେ ସେମିତି ଆସେ, ସକାଳେ ସକାଳେ, କ୍ଷୀର ନେଇକି । ସେଦିନ ସେତେବେଳେ କିନ୍ତୁ ସେ ଭାରି ଖୁସି ଲାଗୁଥିଲା । କାଲି ଆସିନଥିଲା । କିଛି କହିବ କହିବ ହେଉଛି… ମୁଁ ପଚାରିଲି “କ’ଣ ମାଣିକ କାଲି ପରବ ଥିଲା କି, ନା କୁଣିଆ ଆସିଥିଲେ? ରହିଗଲୁ?..” “ପରବ କହ… କାଲି…

ଅଧିକ ପଢ଼ନ୍ତୁ