ଭକ୍ତି ପଟ୍ଟନାୟକ

ବଞ୍ଚିବି କିପରି

ବଞ୍ଚିବି କିପରି

ଭଲ ପାଇବାର ନଥିଲା ଯଦି, କାହିଁ ଦେଖାଇଲ ସପନ ମତେ । ନିଜର ଯଦି କରିବା ନଥିଲା, କାହିଁକି ଚାଲିଲ ମୋ ସାଥେ ଟିକେ ॥ ମନକଥା ଯଦି ବୁଝିବାର ନାହିଁ, କାହିଁକି ବୁଝିଲ ପ୍ରଥମେ ଏତେ । କାନ୍ଦି ପାରୁନାହିଁ ନିରୋଳା ରାତିରେ, ଆସୁନି ଆଖିରେ ଲୁହ ବି ଟିକେ ॥ କହି ପାରୁନି କି ଦେଖେଇ ପାରୁନି, ଛାତି ଭିତରର ଅକୁହା କୋହ । ଶୋଇ ପାରୁନାହିଁ ଆଖିବୁଜି ଟିକେ, ବଞ୍ଚିବି କିପରି ହସିକି…

ଅଧିକ ପଢ଼ନ୍ତୁ