ଆଶିଷ କୁମାର ସ୍ୱାଇଁ

ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Lockdown

ଲକ୍ ଡାଉନ୍

ଜୀବନଟା କେମିତି କେଜାଣି? ଟିକେ ବି ଫୁରସତ ନାହିଁ । ନିଶ୍ୱାସ ପ୍ରଶ୍ୱାସକୁ ସତେ ଅବା କିଏ ବନ୍ଦ କରିଦେଉଛି? କର୍ମଜଞ୍ଜାଳ ଭିତରେ ଛନ୍ଦି ବନ୍ଦୀ କିନ୍ତୁ ଶାନ୍ତି ନାହିଁ କି ଆତ୍ମ ସୁଖ ବି ମିଳେ ନାହିଁ? ସବୁବେଳେ କାର୍ଯ୍ୟବ୍ୟସ୍ତ । କିଛି ବୁଝାପଡ଼େନି କି କିଛି ଜାଣିବି ହୁଏନି । ସେଦିନ କାହିଁକି ଥକା ଲାଗେ? କିଛି କରିବା ପାଇଁ ଇଛା ହୁଏ ନାହିଁ । ମନରେ ବି ଆଗ୍ରହ ନାହିଁ । କେବଳ…

ଅଧିକ ପଢ଼ନ୍ତୁ
Topae Sindura

ଟୋପାଏ ସିନ୍ଦୂର

କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ ବିବାହ ବନ୍ଧନେ ସିନ୍ଦୂର ହୁଏ ତା’ ଜୀବନ । ଟୋପାଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ୍ୟ ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ । ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ ଅଚିହ୍ନା ଚିହ୍ନା କରି ଗଢ଼େ ସୁନ୍ଦର ସଂସାର । ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା’ ମନ । ସେତ ସୀମାନ୍ତରେ ଶୋଭାପାଏ ସୁହାଗିନୀର…

ଅଧିକ ପଢ଼ନ୍ତୁ