ରିଙ୍ଗ ସେରିମନି
ଏଇ କିଛି ଦିନ ତଳର କଥା । ଯାହା ହେଲେ ବି ଛଅ କି ସାତ ବର୍ଷରୁ କମ ହେବନି । କାବ୍ୟା ସହ ମୋର ପରିଚୟ ସେତେବେଳୁ । ପରିଚିତ ବୋଇଲେ ସୋସିଆଲ ମିଡ଼ିଆରେ ଆଉ ତା’ ବି ଚାଟିଙ୍ଗ ଭିତରେ ହିଁ ସୀମିତ । ଯଦିଓ କେତେ ଥର କହିଛି ଥରେ ଅଧେ ଦେଖା କରିବାକୁ । ସେ ଦେଖିବା ସମୟ ଆସୁ କହିବି କହି ଏଡ଼ାଇ ଦିଏ । ଏମିତ କେତେ ଥର…