ଅନୁସୂୟା ଜେନା

ଅନୁସୂୟା ଜେନା ଜଣେ ସମାଜସେବୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି ।

gariba

ଗରିବ

ଦିନ ସାଢ଼େ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି, ଛୁଟି ନେଇଛି, ଝିଅର ପଢ଼ାପଢ଼ି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ…

ଅଧିକ ପଢ଼ନ୍ତୁ
Gupchup

ଗୁପଚୁପ

ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତାରେ ନାହିଁନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣିରେ ବ୍ୟସ୍ତ । ଚାରିଆଡ଼େ ଗୋଟେ ଖୁସିର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତାରେ ଛୁଟିଛନ୍ତି, କାହାରିକୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘରକୁ ଯିବ ବୋଲି ଶୋଭା ଠିଆ ହେଇଚି…

ଅଧିକ ପଢ଼ନ୍ତୁ
banamalli

ବଣମଲ୍ଲୀ

ସକାଳ ସାତଟା । ହାୱଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟଫର୍ମରେ ଲାଗିଲା । ଟ୍ରେନ ପହଞ୍ଚିବା ସମୟରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନରେ ଆଜି ନାହିଁ ନଥିବା ଭିଡ଼ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୂରା ଟ୍ରେନ ଉପରେ  କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗକୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା…

ଅଧିକ ପଢ଼ନ୍ତୁ