ଅପରାହ୍ନ
ଏକ ଅଳସ ଅପରାହ୍ନରେ ଯେବେ ଏ ସହର ଘୁମେଇ ପଡ଼ିଥାଏ କ୍ଲାନ୍ତ ହେଇ “ତମେ” ଆସ ଅନେକ ଯନ୍ତ୍ରଣା ଧରି ବାରମ୍ବାର ଆହ୍ୱାନ ଦିଅ ମତେ ଚାଲିବାକୁ ଶୂନଶାନ୍ ରାଜରାସ୍ତାରେ କି ଅବୁଝା ତମେ କେଜାଣି ସନ୍ଧ୍ୟାର ସୁଶିତଳ ପବନରେ ପୁଲକିତ ହେବାକୁ କଷ୍ଟ ଲାଗେ ସକାଳର ସ୍ନିଗ୍ଧ ରେଣୁରେ ଅଳସ ଭାଙ୍ଗିବାକୁ ଲାଜ ଲାଗେ ରାତ୍ରିର ନିଛାଟିଆ ଜହ୍ନରେ ଲୁଚକାଳି ଖେଳିବାକୁ ଭୟ ଲାଗେ କିନ୍ତୁ ଏ ନୀରବ ନିସ୍ତବ୍ଧ ଅପରାହ୍ନରେ ପୁରୁଣା ସ୍ମୃତିକୁ ଅଙ୍ଗାର…