ଅମୃତାଶୁ ପଣ୍ଡା

ଅମୃତାଂଶୁ ପଣ୍ଡା ପେଶାରେ ଜଣେ ଆଇଟି କର୍ମଚାରୀ ହେଲେ ମଧ୍ୟ ଓଡ଼ିଆ ଗଳ୍ପ, କବିତା ଆଦି ରଚନା କରିବା ସହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ବ୍ୟଙ୍ଗ ଏବଂ ଥଟ୍ଟାମଜା ଆଦି ରଚନା କରନ୍ତି ।

bagha-matichhi

ବାଘ ମାତିଛି

ୟେ ପୁଣି କୋଉ ବାଘ? ମଣିଷଖିଆ ବାଘ ଗୁଡ଼ା ତ କେବେରୁ ପୃଥିବୀରୁ ଲୋପ ପାଇଗଲେଣି । ପୁଣି ଥରେ ବାଘ ମାତିଛି !!! କଥାଟା ଠିକରେ ବୁଝା ପଡ଼ିଲାନି ଗାଁ’ର ସେ ମାଉସୀକୁ ସେଦିନ । ଗାଁ’ର ମୁରବୀ ସେଦିନ ବାଘର ଉତ୍ପାତ ବିଷୟରେ ମାଉସୀକୁ ଆଗରୁ ସୂଚନ ଦେଇଥିଲେ ବି ମାଉସୀ କଥାଟାକୁ ଏତେ ଗୁରୁତ୍ଵ ଦେଇନଥିଲେ । ଦିନ କେଇଟାରେ ତା’ର ଝିଅ ବାହାଘର । ବାହାଘର ୮୦ ଭାଗ କାମର ପ୍ରସ୍ତୁତି…

ଅଧିକ ପଢ଼ନ୍ତୁ