ଅମ୍ରିତା ଦାଶ

ଅମ୍ରିତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Rakhi by Amrita Dash

ରାକ୍ଷୀ

“ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି, ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କ’ଣ ନା ଆଜି ରାକ୍ଷୀପୂର୍ଣ୍ଣିମା…..! ଉଁ ସତେ ଯେମିତି ଭାଇ ପାଟଶାଢ଼ୀ ନହେଲେ ସୁନାଚୁଡ଼ି ନହେଲେ ବିଡ଼ାବିଡ଼ା ଟଙ୍କା ଦେଇଦେବ ! ରଖ୍ ବେ ତୋ ରାକ୍ଷୀ । ମୋ ଝିଅମାନେ ଆସିବେ…. ସକେଇ…

ଅଧିକ ପଢ଼ନ୍ତୁ