କର୍ମ ଛୋଟ ନୁହେଁ କି ବଡ଼ ନୁହେଁ
ସୁଦୂର ପ୍ରସାରୀ ଅଞ୍ଚଳର ଏକ ଗାଁ । ଗାଁ’ର ନାମ ମୁକୁନ୍ଦପୁର । ଗାଁରେ ରହୁଥିଲେ ଭାସ୍କର ବାବୁ । ଭାସ୍କର ବାବୁଙ୍କର ଗୋଟେ ବୋଲି ପୁଅ ଥିଲା, ରମେଶ । ଭାସ୍କର ବାବୁ ସବୁବେଳେ ତା ପାଇଁ ଚିନ୍ତିତ ରହୁଥିଲେ, କାରଣ ତାଙ୍କର ପୁଅ କିଛି କର୍ମ ଧନ୍ଦା କରୁନଥିଲା । ସେ ଯେଉଁ କାମ ବି କରେ, କିଛି ଦିନ ପରେ ସେ ସବୁରେ ତା’ର ମନ ଲାଗେନି । ତେଣୁ ସେ କୌଣସି…