ଅମରଜ୍ୟୋତି ମହାସୁଆର

ଅମରଜ୍ୟୋତି ମହାସୁଆର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Apuraniya Asha

ଅପୂରଣୀୟ ଆଶା

ହୃଦୟର ବିଶାଳ ରାଇଜରେ ମନପକ୍ଷୀଟି ବାନ୍ଧିଛି ଏକ ଛୋଟିଆ ବସା, ସେ କାହାକୁ କହିବ, ଶୁଣିବ ବା କିଏ, ଆଖିରେ ଆଖିଏ ଭରା ଅସୁମାରୀ ସପନ, ମନଭିତରୁ ଉଙ୍କି ମାରୁଥାଏ ଅନେକ ଛୋଟବଡ଼ ଅଝଟ ଅଦମ୍ୟ ଅପୂରଣୀୟ ଆଶା । କ୍ଷଣେ‌ କ୍ଷଣେ ଚାଲେ ମନ ଓ ବିବେକ ମଧ୍ୟେ ଯୁଦ୍ଧ ସହ ନିଷ୍ଠୁର ବଚସା, ସେ କାହାକୁ ଜଣେଇବ, ଜାଣିବ ବା କିଏ, ନିରୀହ ମନ‌ କରେ ବ୍ୟାକୁଳ ପ୍ରୟାସ, ହେଲେ ଅଧୁରା ରହିଯାଏ ଅଧାଗଢ଼ା…

ଅଧିକ ପଢ଼ନ୍ତୁ