ଅବିନାଶ ବେହେରା

ଅବିନାଶ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ, ଏକ ବିଂଶ ଶତାବ୍ଦୀର, ଆମେ ଗଢ଼ିବାକୁ ସକ୍ଷମ, ଆମ ଭବିଷ୍ୟତ ନିଜର । ଆମେ ନହୁଁ କହା ଉପରେ ନିର୍ଭରଶୀଳ, ବ୍ୟସ୍ତ ଆମେ ସଦା, ନାହିଁ ଆମପାଶେ ବେଳ । ଆମେ ଦୁଇ ଆମର ଏକ, ପରିବାର ଆମ ଭାରି ଛୋଟ, ବାପାମାଆ ରହନ୍ତି ଗାଆଁରେ, ହୁଏନା ତାଙ୍କ ସହ ଭେଟ । ଗାଆଁରେ ରହିବାକୁ ଭଲଲାଗେ ନା ଆମକୁ, ଆମେ ଆପଣେଇ ନଉ ସହରି ସଭ୍ୟତାକୁ । ଆମେ ଭଲ ପାଉନା ଆମ ମାତୃଭାଷାକୁ, ବିଦେଶୀ ଭାଷା…

ଅଧିକ ପଢ଼ନ୍ତୁ