ଡ. ଅଭିପ୍ସା ବଳ

ଡ. ଅଭିପ୍ସା ବଳ ପେଷାରେ ଜଣେ ଅଧ୍ୟାପିକା, କିନ୍ତୁ କେବେ କେମିତି ମନ ହେଲେ ଗପ ଟିକିଏ ଲେଖିଦିଅନ୍ତି । ତାଙ୍କ ଗପଗୁଡ଼ିକ ମୁଖ୍ୟତଃ ସତ୍ୟଘଟଣା ଉପରେ ଆଧାରିତ । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Atara Sishi (ଅତର ଶିଶି) by Dr. Abhipsa Bal

ଅତର ଶିଶି

ଦାମିକା ଅତର ଲଗାଇବାରେ ଅଭ୍ୟସ୍ତ ନ ଥିଲି ମୁଁ । ଗତ ବର୍ଷ ଜନ୍ମଦିନରେ ମୋ ପ୍ରିୟ ବନ୍ଧୁ ଜଣକ ଏହି ଅତରଟିକୁ ଭେଟି ଦେଇଥିଲେ । ଖୋଳରେ ତା’ର ଦାମ ଦେଖି ମୁଣ୍ଡ ଘୂରେଇ ଦେଇଥିଲା ମୋର । – କ’ଣ ମୁଣ୍ଡକୁ ବିଛା କାମୁଡ଼ି ଥିଲା? ମୋତେ ପଇସାଟା ଲଫାପାରେ ଦେଇଦେଲନି । ଏତିକିରେ ମୋର ଭଲ ଭଲ ଡ୍ରେସ୍ ଦୁଇଟା ହେଇଯାଇଥାନ୍ତା । ନଚେତ୍ ହାତ ଘଣ୍ଟା ଦେଇପାରିଥାନ୍ତ । – ହଁ…

ଅଧିକ ପଢ଼ନ୍ତୁ