ଖବର ଆମ ବିଷୟରେ

ଶୁଭପଲ୍ଲବ ପତ୍ରିକା ଆରମ୍ଭ ହେବା ଦିନରୁ ଅନେକ ସମୟରେ, ଅନେକ ଖବର କାଗଜରେ ପ୍ରକାଶ ପାଇଛି ଆମ ବିଷୟରେ କିଛି କିଛି ଖବର । ସେହି ଖବରଗୁଡ଼ିକୁ ସାଇତି ରଖିଛୁ ଆମେ ଆମ ନିଜ ପାଖରେ । ଆଉ କେବେ କେବେ ତ କୌଣସିଥିରେ ଖବର ପ୍ରକାଶ ପାଇନାହିଁ, କିନ୍ତୁ ଆମେ ନିଜେ ତାକୁ ମଧ୍ୟ ସାଇତିଛୁ ଏହି ଖବର ପୃଷ୍ଠାରେ ।

20th Edition of Shubhapallaba Online Odia Magazine Released News
ଆମ ଖବର
ଶୁଭପଲ୍ଲବ

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ

ଅଧିକ ପଢ଼ନ୍ତୁ »
New Odia e-Magazine Shubhodaya published Under Shubhapallaba Publication
ଆମ ଖବର
ଶୁଭପଲ୍ଲବ

ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ

୨୪ ଅକ୍ଟୋବର ୨୦୨୦: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ

ଅଧିକ ପଢ଼ନ୍ତୁ »
CMO Acknowledges Shubhapallaba
ଆମ ଖବର
ସଂଗ୍ରାମ କେଶରୀ ସେନାପତି

ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା

ଶୁଭପଲ୍ଲବ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରିଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ

ଅଧିକ ପଢ଼ନ୍ତୁ »

ଭାଲେଣ୍ଟାଇନ୍ ସପ୍ତାହ ସମୟରେ ଶୁଭପଲ୍ଲବ ଦ୍ୱାରା ଲିଖନ ପ୍ରତିଯୋଗିତା ଆୟୋଜନ ଓ ସମ୍ମାନପତ୍ର ପ୍ରଦାନ

ଭାଲେଣ୍ଟାଇନ୍ ସପ୍ତାହ ସମୟରେ ଶୁଭପଲ୍ଲବ ତରଫରୁ ଏକ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ବିଭିନ୍ନ ପ୍ରତିଯୋଗୀମାନେ ଓଡ଼ିଆ ଏବଂ ଇଂରାଜୀରେ ଗଳ୍ପ, କବିତାଗୁଡ଼ିକ ପଠାଇଥିଲେ ।

ଅଧିକ ପଢ଼ନ୍ତୁ »
News about Nabapallaba on Samaya Paper
ଆମ ଖବର
ଶୁଭପଲ୍ଲବ

ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ

ନବବର୍ଷ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ ହୋଇଯାଇଛି । ଏହି ଇ-ପତ୍ରିକାଟି ଏବେ ନବପଲ୍ଲବ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି । OrissaDiary: Nabapallaba – New Odia e-magazine published – Original

ଅଧିକ ପଢ଼ନ୍ତୁ »