Odia Poem Antaraya (ଅନ୍ତରାୟ) by Swatismita Barik

ଅନ୍ତରାୟ

ତୁମେ ମୋ ଜୀବନର ଅନିର୍ବାଯ୍ୟ ଅବଶୋଷ, ମୁଁ ନିଜ ଭବିଷ୍ୟତର ବିକଳାଙ୍ଗ ଅବଶେଷ । ତୁମେ କାହାଣୀରେ ଅଳସ ଭାଙ୍ଗୁଥିବା ସମ୍ମୋହନୀ କଳାକାର, ମୁଁ ଉପେକ୍ଷିତ ପରଦାରେ ନାଟକ କରୁଥିବା ଏକ ଯାଯାବର । ଅରୁଣିମା ବୋଳା ପ୍ରତି ସକାଳର ମୂର୍ଚ୍ଛିତ କାମନା ତୁମେ, ଶାପ ଜୁଡୁବୁଡୁ ଅନେକ ସ୍ୱପ୍ନର ସୁନ୍ଦର କବରୀ ମୁଁ ଯେ । ଚଉରା ମୂଳରେ ଭାସି ବୁଲୁଥିବା ସକାଳ ଆରତୀ ତୁମେ, ସୁରଭି ଜଙ୍ଗଲେ ନିତି ଜଳୁଥିବା ସାମାନ୍ୟ କାଠିଟି ମୁଁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 30th Edition

✍ ତ୍ରିଂଶ ସମ୍ପାଦକୀୟ

ଥରେ ଏମିତି କଥୋପକଥନ ସମୟରେ ବ୍ରହ୍ମଦେବ ଶ୍ରୀ ବିଷ୍ଣୁଙ୍କୁ ପ୍ରଶ୍ନକଲେ, “ହେ ଭଗବାନ ! ବ୍ରହ୍ମତତ୍ତ୍ୱ କ’ଣ ?” ଶ୍ରୀ ବିଷ୍ଣୁ ଚିରାଚରିତ ମୃଦୁମନ୍ଦ ସହାସ୍ୟ ବଦନରେ ବ୍ରହ୍ମଦେବଙ୍କୁ ଚାହିଁଲେ ଏବଂ କହିଲେ, “ବ୍ରହ୍ମଦେବ, ମୁଁ ସେ ତତ୍ତ୍ୱକୁ ଗୋଟିଏ ଶବ୍ଦରେ କହିପାରିବି, କିନ୍ତୁ ତାହା ତୁମ ପକ୍ଷେ ବୋଧଗମ୍ୟ ହେବନାହିଁ । ଅତଃ ଚାରୋଟି ଶ୍ଳୋକରେ ବୁଝାଉଛି।” ଭଗବାନ ଶ୍ରୀ ବିଷ୍ଣୁ ସେହି ଚାରୋଟି ଶ୍ଲୋକରେ ବ୍ରହ୍ମାଙ୍କୁ ବୁଝେଇଥିବା ବ୍ରହ୍ମତତ୍ତ୍ୱ ସେହି ଚାରୋଟି ଶ୍ଲୋକରେ ବୁଝିଥିଲେ…

ଅଧିକ ପଢ଼ନ୍ତୁ