ଜଣେ ଡାକ୍ତରଙ୍କ ଚିଠି
କରୋନା ଭୂତାଣୁ ଆକ୍ରାନ୍ତର ବିଭିନ୍ନ ଖବର ଆସିବା ସହ ଏବେ ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି । ଧ୍ୟାନ ଦେଇ ପଢ଼ିବେ । ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ । “ମୃତ୍ୟୁକୁ ଆମେ ଏଡ଼ାଇପାରିବା ନାହିଁ, କାରଣ ସେଥିରେ ମଧ୍ୟ ଆମକୁ ନିର୍ଣ୍ଣୟ ନେବାକୁ ହେବ,…