ଚାଉଲ୍ ବରା
ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ସକାଳର ଜଳଖିଆ ଭାବରେ ଖିଆ ଯାଉଥିବା ଖାଦ୍ୟ ହେଉଛି ବରା, ଯହାକି ବିଭିନ୍ନ ଅଞ୍ଚଳରେଏ ବିଭିନ୍ନ ନାମରେ ଖିଆଯାଏ । ଆମେ ସିନ ଓଡ଼ିଆରେ ବରା ବୋଲି କହୁ ହେଲେ ସ୍ଥାନ ନେଇକି ଏହାକୁ ବଡ଼ା, ବଡ଼େ, ବଡ଼ାଇ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତ ଆଡ଼େ ଗଲେ ଆମେ କୁହନ୍ତି ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା; ପୁଣି ମୁମ୍ବାଇ ଗଲେ ସେ ବଡ଼ା-ପାଓ । ହେଲେ…