
ମାଆ ପରି ମାଆଟିଏ
ସାଧୁ ବେହେରା ମେ ମାସର ଟାଣ ଖରାରେ ବି ଫୁଲ ଗଛ ଗୁଡ଼ିକର ଯତ୍ନ ନେବାରେ ବ୍ୟସ୍ତ ଥାଏ, ସବୁଦିନ ଭଳି । ମୁଖ୍ୟ ଅଧ୍ୟକ୍ଷ ମାଡାମଙ୍କ ପିଅନ ଆସି ଡାକ ଛାଡିଲା, “ସାଧୁ ତତେ ମାଡାମ ଡାକୁଛନ୍ତି, ସଅଳ ସଅଳ ଯା ।” ସଙ୍ଗେ ସଙ୍ଗେ ଶୁଣି, ପାଣି ପାଇପ୍ରେ ହାତଟା ଧୋଇ ସେ ଉଠି ପଡ଼ିଲା ଆଉ । ମାଡାମଙ୍କ ଅଫିସକୁ ରାସ୍ତା ତାକୁ ଯୋଜନ ଯୋଜନ ଦୂର ଭଳି ଲାଗୁଥିଲା । ସେ…