atmahatya-eka-mahapapa

ଆତ୍ମହତ୍ୟା ଏକ ମହାପାପ

ଅନେକ ଲୋକ ଜୀବନସାରା ଗୋଟିଏ ସମୟରେ ଉଦାସ ହୁଅନ୍ତି । ଏହା ପରିବାରର ସଦ୍ୟସଙ୍କ ମୃତ୍ୟୁ, ପରିବେଶ ଚାପ କିମ୍ବା ମାନସିକ ଅସୁସ୍ଥତା ହେତୁ ହେଉ । ଉଦାସୀନତାର ଭାବନାରେ ମାନସିକ ଅସୁସ୍ଥତା କିମ୍ବା ଜୀବନ ପରିସ୍ଥିତିରେ କଷ୍ଟସାଧ୍ୟ ହୋଇପାରେ । ଏହିସବୁ କାରଣ ବଶତଃ, ଭାବ ପ୍ରବଣତାର ଗଭୀରତାରୁ ରକ୍ଷା ପାଇବା ପାଇଁ “ଆତ୍ମହତ୍ୟା”କୁ ଏକ ବିକଳ୍ପ ଭାବରେ ବିବେଚନା କରନ୍ତି । ଯଦି ତମେ କାହାକୁ ପ୍ରକୃତରେ ଭଲ ପାଉଥାଅ ତେବେ ଏହା କୁହ…

ଅଧିକ ପଢ଼ନ୍ତୁ
dwitiya-maa

ଦ୍ୱିତୀୟ ମାଆ

“ଦ୍ୱିତୀୟ” ଏକ ସାଧାରଣ ଶବ୍ଦ ଯାହାର ଅର୍ଥ ପ୍ରଥମର ପରବର୍ତ୍ତୀ ସଂଖ୍ୟା । କିନ୍ତୁ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କଲେ ତା’ ଆପଣାର ଲୋକ ଖୁସି ଉପରେ ଉପରେ ଖୁସି ହେଉଥିଲେ ହେଁ ଗୋଟିଏ ପ୍ରଶ୍ନ ମନରେ ଥାଏ ସବୁବେଳେ, “ପ୍ରଥମ କିଏ?” ସେହିପରି କିଛି ସମ୍ପର୍କର ସମ୍ମୁଖରେ ଦ୍ୱିତୀୟ ଲାଗିଲେ ତାକୁ ଗ୍ରହଣ କରାଯାଏ, ହେଲେ ଅନେକ ଗୁଡ଼ିଏ ପ୍ରଶ୍ନ ସହ । ଦ୍ୱିତୀୟ ସମ୍ପର୍କକୁ ଅନେକ ନାମରେ ନାମିତ କରାଯାଏ…

ଅଧିକ ପଢ଼ନ୍ତୁ
Kemiti-Achhu

କେମତି ଅଛୁ?

– କେମିତି ଅଛୁ? – ଭଲ ଅଛି…! – ଆରେ କେମିତି ଅଛୁ ? – ହଁ ଭଲ ଅଛି…! – ସତ କହ, କେମିତି ଅଛୁ, ସତରେ ଭଲ ଅଛୁ…? – ……………….(ନିରୁତ୍ତର) ସତରେ କ’ଣ ସମସ୍ତେ ଭଲରେ ଥା’ନ୍ତି??? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ତଥ୍ୟ ଅନୁସାରେ ଭାରତ ଦେଶରେ ପ୍ରତି ୨୦ ଜଣ ଲୋକରେ ଜଣେ ଡିପ୍ରେସନ ମାନେ ମାନସିକ ଅବସାଦରେ ପିଡ଼ୀତ । ଆଉ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୧୫ରୁ…

ଅଧିକ ପଢ଼ନ୍ତୁ
Purusottam-Ram

ପୁରୁଷୋତ୍ତମ ରାମ : ସ୍ତ୍ରୀ ଅସ୍ମିତା

ଅନେକ ବର୍ଷ ହେଲା ରାମାୟଣ ପଢ଼ି ନଥିଲି… ଆଗରୁ ମାମୁଁ ଘରେ ରାମନବମୀ ସମୟରେ ରାମାୟଣ ପଢ଼ୁଥିଲି । ୨୦୦୮ରେ ମୋର ଏକ୍ସିଡ଼େଣ୍ଟ ପରେ ଆଉ ତଳେ ବସିବାରେ ଅସୁବିଧା ଯୋଗୁଁ ରାମାୟଣ ପଢ଼ିବା ମୋ ପକ୍ଷରେ ସମ୍ଭବ ହେଇନଥିଲା । ଏ ବର୍ଷ ଏଇ ଲକଡ଼ାଉନ୍ ସମୟରେ ପୁଣିଥରେ ରାମାୟଣ ପଢ଼ିବାକୁ ଇଚ୍ଛା ହେଲା… ଆରମ୍ଭ କଲି… ଅବଶ୍ୟ ଏବେ ତଳେ ବସି କରି ନୁହେଁ… ବରଂ ଖଟରେ ଶୋଇ ଶୋଇ । ତୁଳସୀ ଦାସଙ୍କ…

ଅଧିକ ପଢ଼ନ୍ତୁ
Ramayanara-Nidarsana

ରାମାୟଣର ନିଦର୍ଶନ

ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ…

ଅଧିକ ପଢ଼ନ୍ତୁ