upanisada

ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ

ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱମାନବର ଆଦର୍ଶ ଓ ପଥପ୍ରଦର୍ଶକ । ଭାରତରେ ହିଁ ବେଦ, ବେଦାନ୍ତ ଓ ଉପନିଷଦର ସର୍ଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ । ଭାରତୀୟ ପରମ୍ପରା ଅନୁସାରେ ଉପନିଷଦଗୁଡ଼ିକୁ ବୈଦିକ ସାହିତ୍ୟର ଅନ୍ତିମ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏସବୁ ଉପନିଷଦରେ ବୈଦିକ ଊପଖ୍ୟାନ ଓ ଆଚାର ଅନୁଷ୍ଠାନର ନାନାପ୍ରକାର ଧର୍ମୀୟ ଓ ଦାର୍ଶନିକ ବ୍ୟାଖ୍ୟା ସନ୍ନିବିଷ୍ଟ ଅଛି । ପରେ ମଧ୍ୟ ଏହି ନାମଟି ଷଡ଼ଦର୍ଶନ ମଧ୍ୟରୁ ଅନ୍ୟତମ ଦାର୍ଶନିକ ଭାବଧାରାର ନାମ…

ଅଧିକ ପଢ଼ନ୍ତୁ
snana-jatra

ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ପରଂବ୍ରହ୍ମ ଶ୍ରୀ ପୁରଷୋତ୍ତମଙ୍କର ଆବିର୍ଭାବ ରହସ୍ୟମୟ । ତାଙ୍କର ଲୀଳା ମଧ୍ୟ ଅଭେଦ୍ୟ । ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ । କଥିତ ଶ୍ରୀ ଜଗନ୍ନାଥ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଭୂମିଷ୍ଠ ହୋଇଥିଲେ । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ । ଏହା ଜଗନ୍ନାଥଙ୍କ ପବିତ୍ର ଜନ୍ମ ଉତ୍ସବ ଭାବରେ ପରିଚିତ । ପ୍ରାଚୀନ ଗ୍ରନ୍ଥାନୁସାରେ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସପୁତ୍ର ମନୁ ଏକ ଯଜ୍ଞ ଆରମ୍ଭ କରିଥିଲେ ଯେଉଁ ଯଜ୍ଞ ବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ…

ଅଧିକ ପଢ଼ନ୍ତୁ
joda-chhada-likhana-dhara

ଯୋଡ଼ା ଛଡ଼ା ଲିଖନ ଧାରା

ପ୍ରତିଦିନ କିଛିକିଛି ଲେଖିବାବେଳେ କେଉଁଠି ଯୋଡ଼ିକି ବା ଛାଡ଼ିକି ଲେଖାଯିବ; ସେଥିପାଇଁ କେହିକେହି ଅଡ଼ୁଆରେ ପଡ଼ନ୍ତି ! ଯଥା: ଏକ ବାକ୍ୟରେ ‘ପପୁର’, ବା ‘ପପୁକୁ’ ଆଦି ଲେଖିବାକୁ ଥିଲେ; ବିଭକ୍ତି ପ୍ରତ୍ୟୟ ଚିହ୍ନ ‘ର’ ଓ ‘କୁ’ ଯୋଡ଼ିକି ଲେଖାଯାଏ; କିନ୍ତୁ ‘ଠାରୁ’, ‘ଦ୍ୱାରା’ ବେଳକୁ ସାଧାରଣତଃ ଛାଡ଼ିକି ‘ପପୁ ଠାରୁ’, ‘ପପୁ ଦ୍ୱାରା’ ଲେଖା ହେଉଥିବାର ଦୃଷ୍ଟିଗୋଚର ହୁଏ । ପ୍ରକୃତରେ, ଓଡ଼ିଆ ଭାଷାର ଲିଖନ ପ୍ରଥା ବା ପରମ୍ପରାରେ ବିଶେଷ କରି ମୁଦ୍ରିତ ସାମଗ୍ରୀରେ ବିଭକ୍ତି…

ଅଧିକ ପଢ଼ନ୍ତୁ
jungle-nasta

ଜଙ୍ଗଲ ନଷ୍ଟର ପ୍ରଭାବ

କିଛିବର୍ଷ ପୂର୍ବେ ଆମ ଦେଶ ଭାରତ ସମେତ ସମଗ୍ର ବିଶ୍ୱ ସବୁଜ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସର୍ବତ୍ର ବୃକ୍ଷର ଶୀତଳ ମଳୟରେ ପୁରିଉଠୁଥିଲା । ଫଳରେ ଲୋକମାନଙ୍କ ମନରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରୁଥିଲା । ସେବେ ମୁନିଋଷିମାନେ ଘଞ୍ଚ ଅରଣ୍ୟରେ ବସବାସ କରି ଦେଶ ତ‌ଥା ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ଓ ହୋମ ଆଦି କରୁଥିଲେ । ରୋଷେଇ ଓ ହୋମ ପାଇଁ ଆବଶ୍ୟକୀୟ ଶୁଖିଲା କାଠ ସେମାନଙ୍କର ଶିଷ୍ୟମାନେ ଏହି ଜଙ୍ଗଲରୁ ସଂଗ୍ରହ…

ଅଧିକ ପଢ଼ନ୍ତୁ
Odissi-song-for-dumies

ଓଡ଼ିଶୀ ସଙ୍ଗୀତ ଫର ଡମିଜ: ଚମ୍ପୂ ଛାନ୍ଦ ଚଉତିଶା ଆଉ ବାକିସବୁ

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ । ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ । କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା । ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ । ପ୍ରାଚୀନ ବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ ପ୍ରଭାବ ରହିଛି । ତା’ପରେ ଆସିଲେ ଦ୍ୱାଦଶ…

ଅଧିକ ପଢ଼ନ୍ତୁ