Editorial Page of Shubhapallaba 16th Edition

✍ ଷୋଡ଼ଶ ସମ୍ପାଦକୀୟ

ସେ ଲୀଳାମୟ ! ଯୁଗେ ଯୁଗେ ତାଙ୍କରି ଲୀଳା ହିଁ ସଂଗଠିତ ହୋଇଆସୁଛି ଏ ସଚରାଚାର ବିଶ୍ୱ ବ୍ରହ୍ମାଣ୍ଡରେ । କେବେ ଅନ୍ତରୀକ୍ଷର ମହାଜାଗତିକ କାର୍ଯ୍ୟ ରୂପେ ତ କେବେ ଧରାପୃଷ୍ଠରେ ମାନବୀୟ ରୂପରେ । ସେ ଅବତାରୀ ! ମାନବୀୟ ଲୀଳାଖେଳାକୁ ସମ୍ପାଦିତ କରିବା ପାଇଁ ସେ ଅବତାର ନିଅନ୍ତି ଯୁଗେ ଯୁଗେ, କେବେ ରାମ ତ କେବେ କୃଷ୍ଣ ହୋଇ । ସମସ୍ତ ଜଡ଼ ଓ ଚେତନାରେ ପୂର୍ଣ୍ଣ ଗୁଣର ସେ ସାକାର ରୂପ,…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 15th Edition

✍ ପଞ୍ଚଦଶ ସମ୍ପାଦକୀୟ

ଅନୁଭୂତିରେ ଶ୍ରୀଜଗନ୍ନାଥ ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର ଡୋରି ଲାଗିବାରୁ ଟ୍ରେନ୍ ଯୋଗେ ଯାଇଥିଲୁ । ସାଥିରେ ଆମର ବନ୍ଧୁ ଓ ତାଙ୍କ ପରିବାର ମଧ୍ୟ ଥାଆନ୍ତି । ପ୍ରଭୁଙ୍କ ଅପାର କରୁଣାରୁ ଯାତ୍ରା ସହଳ ଏବଂ ସଫଳ ହୋଇଥିଲା । ପୁରୀ ରେଳ ଷ୍ଟେସନରୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 14th Edition

✍ ଚତୁର୍ଦ୍ଦଶ ସମ୍ପାଦକୀୟ

ପାହାନ୍ତି ପହରୁ ଚଳଚଞ୍ଚଳ ଦେଖିଛ କି ତୁମେ କାରେ ବର୍ଷା କାକର ଖାତିରି ନକରି ହୋଇଥାଏ ଏକାକାରେ ହସାଇ ଦେବାକୁ ଶୁଷ୍କ ଭୂମିରେ ସବୁଜିମାର ଢେଉ ପାଣି ଫଟାଇ ରକତ ନିଗାଡ଼େ କଷଣ ଯେତେ ସେ ପାଉ କେବେ ଥକେ ନାହିଁ ଦୁଇ ହାତ ତା’ର ଜଗତର ହିତ ପାଇଁ… ଶ୍ରମିକ ଭାଇ… ସେ ପରା ଆମ ଶ୍ରମିକ ଭାଇ… କେତେ ତା’ ବିତିଛି ତନ୍ଦ୍ରା ଆଖିରେ ସୁପ୍ତ ରାତି କେତେ ସେ ଦେଖିଛି ଜାଗ୍ରତ ଦିନ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 13th Edition

✍ ତ୍ରୟୋଦଶ ସମ୍ପାଦକୀୟ

ଖାଁ ଖାଁ ଚାରିଆଡ଼ । ଏକ ଅଦୃଶ୍ୟ ଆତଙ୍କର ବହଳିଆ ପରଦାଟିଏ ସତେ ଯେପରି ଢାଙ୍କି ଦେଇଛି ସାରା ବିଶ୍ୱକୁ ! ଦ୍ଵିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ଭୟାବହତା ଦେଖିଥିବା ମାନବ ସମାଜ ତା’ ପରବର୍ତ୍ତୀ ସମୟରେ ଏତେ ଭୟଭୀତ ହେବା ବୋଧେ ଏଇ ପ୍ରଥମ ଘଟଣା । ନିକଟ ଅତୀତରେ ଅନେକ ଭୂତାଣୁ ଜନିତ ମହାମାରୀର ସମ୍ମୁଖୀନ ହୋଇଛି ବିଶ୍ୱ; କିନ୍ତୁ ଏପରି ଭାବରେ ଅସହାୟ ବୋଧହୁଏ କେବେ ହେଇନଥିଲା । ସମଗ୍ର ବିଶ୍ୱକୁ ହାତମୁଠାରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 12th Edition

✍ ଦ୍ୱାଦଶ ସମ୍ପାଦକୀୟ

ଦିନେ ଆଶ୍ରମରେ ସାନ୍ଧ୍ୟ ପ୍ରାର୍ଥନା ପରେ ଦୈନିକ ପ୍ରବଚନ ସାରି ଉଠୁଥିବା ବେଳେ ଅନ୍ତେବାସୀ ଜଣେ ଉତ୍ସୁକ ଜିଜ୍ଞାସୁ ପ୍ରବକ୍ତାଙ୍କୁ ପ୍ରଶ୍ନ କଲେ, “ମହାଶୟ ! ଗତ ସନ୍ଧ୍ୟାରେ ଆପଣ ବୁଝାଇ କହିଥିଲେ କି ମନୁଷ୍ୟ ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି । ତେବେ ମନୁଷ୍ୟମାନଙ୍କ ଭିତରେ ପୁଣି ଶ୍ରେଷ୍ଠ କିଏ? ନାରୀ ନା ପୁରୁଷ??” ପ୍ରବକ୍ତାଙ୍କ ଉଜ୍ଜ୍ୱଳ ମୁଖମଣ୍ଡଳରେ ଚିରାଚରିତ ଧାରେ ସ୍ମିତହାସ୍ୟ ଉକୁଟି ଉଠିଲା । କିଛିକ୍ଷଣ ଉତ୍ତାରୁ ସେ ଉତ୍ତର ଦେଲେ, “ଋଗ୍ ବେଦର…

ଅଧିକ ପଢ଼ନ୍ତୁ