ଶ୍ୱେତପଦ୍ମା ପାଢ଼ୀ

ଶ୍ୱେତପଦ୍ମା ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ତଥା ତାଙ୍କର ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକରେ ପ୍ରକାଶ ପାଇଥାଏ, ଯାହାକି ପାଠକୀୟ ଆଦୃତି ଲାଭ କରିଛି ।

Pratarana Eka Bhinna Balisajyara (ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା) by Shwetapadma Padhi

ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା

ତା’ ଘର ଲୋକ ଆସି ତାକୁ ଗାଁକୁ ନେଇ ଯାଇଛନ୍ତି ଶୁଣି ଆଉ ରହି ପାରିଲାନି ସାଗର; ଗାଡ଼ି ଧରି ସାଙ୍ଗେ ସାଙ୍ଗେ ବାହାରିଗଲା ଗାଁକୁ । ବାଟଯାକ ମନେ ମନେ ଭାବୁଥାଏ ଦି’ ଚାପୁଡ଼ା ତା’ ଗାଲରେ ମାରିବ ଆଉ ସାଙ୍ଘାତିକ ଗାଳିଦେବ ରାଧେୟକୁ । ବିଚିତ୍ର ମଣିଷ ଏମିତି କେମିତି ସମ୍ୱେଦନଶୀଳତା ହରାଇ ବସିଲା? ସମାଜ ସହିତ ନୀରନ୍ତର ସଂଗ୍ରାମ କରି ସ୍ୱନିର୍ବାଚିତ ଝିଅଟିକୁ ଭଲ ପାଇ ବାହା ହେବା ପରେ ମଧ୍ୟ ତାକୁ…

ଅଧିକ ପଢ଼ନ୍ତୁ
Odia Story Asadha Nirjiba (ଅସାଢ ନିର୍ଜୀବ) by Shwetapadma Padhi

ଅସାଢ ନିର୍ଜୀବ

ନୋବଲ ହସ୍ପିଟାଲ (କାଳ୍ପନିକ), ଭୁବନେଶ୍ୱର… ସମୟ ରାତି ୨ଟା । ଚାରିଆଡ଼ ଶୂନଶାନ୍ । ରିସେପ୍‌ସନ୍ ମଧ୍ୟ ବନ୍ଦ ଥାଏ । ଓପିଡ଼ି ତ ପୂରା ନିସ୍ତବ୍ଧ ଆଉ ନିଶଦ୍ଦ ସତେ ଯେମିତି ମଶାଣି । କେବଳ ଜରୁରୀକାଳିନ ବିଭାଗ ଖୋଲା ଥାଏ । ହଠାତ୍ ଆମ୍ୱୁଲାନ୍ସର ସାଇରନ୍ ଶବ୍ଦର ରାତ୍ରି ଅନ୍ଧକାରର ନିଶବ୍ଧତାକୁ ଚିରି ବୁକୁଫଟା ଚିତ୍କାର ଛାଡ଼ୁଥାଏ । ଭୟରେ ଛାତି ଥରୁଥାଏ । କ୍ୟାଜୁଆଲ୍‌ଟିରେ କିଛି ଲୋକଙ୍କ ଭିଡ଼ । କିଛି ସମୟ…

ଅଧିକ ପଢ଼ନ୍ତୁ
Haji Jauchhi Raja Mauja

ହଜି ଯାଇଛି ରଜ ମଉଜ

ବନସ୍ତେ ଡାକଇ ଗଜ, ବରଷକେ ଥରେ ଆସଇ ରଜ, ହେଉଥିଲି ମୁଁ କେତେ ସଜବାଜ, ପିନ୍ଧି ମମ୍ମି ହାତ ତିଆରି ଫରକ, ପାଦରେ ନାଲି ଅଳତାକୁ ଆଖିରେ କଜ୍ଜଳର ଗାର, ଦୌଡ଼ିଯାଏ ଦୋଳି ପାଖକୁ ସେ ଆମ୍ବତୋଟାର, ପୁଣି ଆସର ଜମେ ପାଖ ବରଗଛ ମୂଳେ ତାସ ଖେଳର…। (୧) ଖୁସି ଦ୍ଵିଗୁଣିତ କରୁ ଆମେ ଭାଇଭଉଣୀ, ଫିଲ୍ମ ଦେଖୁ ଭଡ଼ାରେ ଭିସିଆର ଆଣି, ଖୁସିର ମଜାକୁ ମାଡ଼ଗୋଳ ଆମ ଭିତରେ, ଆଈ ତୋ’ ହାତ ତିଆରି…

ଅଧିକ ପଢ଼ନ୍ତୁ