ପାଠ ବଦଳାଏ ବାଟ
ଗାଆଁର ନାଆଁ ପଦ୍ମପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଁ’ଟି ଦେଖିବାକୁ ଖୁବ୍ ସୁନ୍ଦର । ବିଦ୍ୟାଳୟରୁ ଆରମ୍ଭ କରି ବ୍ଲକ ଘର ପର୍ଯ୍ୟନ୍ତ ସବୁ ରହିଛି । ହେଲେ ଦୁଃଖର ବିଷୟ ଗାଁ ଲୋକେ ବେଶୀ ଶିକ୍ଷିତ ନୁହଁନ୍ତି । ସେଇଥିପାଇଁ ସବୁ ଥାଇ ମଧ୍ୟ ନଥିଲା ଭଳି କିଛି ଉନ୍ନତିମୂଳକ କାମ ଗାଁରେ ହୋଇନଥାଏ । ଆଜିବି ଗାଁରେ ଝିଅ ପୁଅ ମଧ୍ୟରେ ବହୁତ ପ୍ରଭେଦ । ଝିଅକୁ ପାଠ ତ ଦୂରର କଥା…