ସ୍ୱପ୍ନା ନାୟକ

ସ୍ୱପ୍ନା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Chari Pharda (ଚାରି ଫର୍ଦ୍ଦ) by Swapna Nayak

ଚାରି ଫର୍ଦ୍ଦ

ଏକ ଯେଉଁ ଦିନ ତୁ ଏ ସୃଷ୍ଟିକୁ ଆସିଲୁ, ବାପା ବୋଉ ଭାଗ୍ୟ ଆଦରିଲେ… ପ୍ରଭୂ ! ପୁଣି ଝିଅଟିଏ ଦେଲେ ..!!! ତୋ ସ୍ୱାଧୀନତାର ହାତରେ ଶିକୁଳି ପାଦରେ ବେଡ଼ି ପକାଇଲେ ସମସ୍ତେ ମିଶି * ଦୁଇ ବଡ଼ ହେଲୁ, ମୁଣ୍ଡରୁ ପାଦଯାଏ ଢାଙ୍କି ହୁଳହୁଳି ଶଙ୍ଖଧ୍ଵନି ଭିତରେ ତୋତେ ଅନ୍ୟକୁ ଦାନ କରିଦେଲେ; ପୁଣ୍ୟ ଅର୍ଜିଲେ ! * ତିନି ଘରଟିଏ ଗଢ଼ିବା ଆଶାରେ ସାଉଁଟିଲୁ କୁଟାକାଠିର ସ୍ୱପ୍ନ, ଦିନେ ଚୁଲିକୁ ନିଅଣ୍ଟ ହେଲା…

ଅଧିକ ପଢ଼ନ୍ତୁ