ସ୍ଵାଗତ ମିଶ୍ର

ସ୍ଵାଗତ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Propose day

ପ୍ରପୋଜ୍ ଡେ

ସାଇବାବାଙ୍କ ମନ୍ଦିର ଯିବା ତ ଖାଲି ବାହାନା ଥିଲା, ହେଲେ ପ୍ରତ୍ୟେକ ଗୁରୁବାର ଦିନ କିରଣକୁ ଦେଖା କରିବାକୁ ଯାଏ । ତା’ର ମୋର ପ୍ରଥମ ଦେଖା ସାକ୍ଷାତ ସେଇ ମନ୍ଦିରରୁ ହୋଇଥିଲା । ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି କି ଜାଣିନଥିଲି । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲୁ । କଥାବାର୍ତ୍ତାରୁ ଧୀରେଧୀରେ ଆମ ସମ୍ପର୍କ ବଢ଼ିବାକୁ ଲାଗିଲା । ଆଜିକାଲି ଦୁନିଆର ଚାଲିଚଳଣିରେ ଆମେ ନିଜକୁ ସାମିଲ କରିନେଲୁ । ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ପରସ୍ପରର…

ଅଧିକ ପଢ଼ନ୍ତୁ