ସୁନିତା ସେଠୀ

ସୁନିତା ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Nari (ନାରୀ) by Sunita Sethi

ନାରୀ

“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ । ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ,…

ଅଧିକ ପଢ଼ନ୍ତୁ