ମନେ ପଡ଼େ
ଆଜି ଜୀବନର ସାୟାହ୍ନରେ ମନେ ପଡ଼େ ସେହି ମୁହୂର୍ତ୍ତ ଅମୂଲ୍ୟ, ଅଭୂଲା, ଅବିସ୍ମରଣୀୟ ନିଷ୍ଫଳ ନଥିଲା ପ୍ରଚଷ୍ଟା ସେ ଦିବ୍ୟ ବ୍ୟକ୍ତିତ୍ୱର ଯାହାଙ୍କ ପାଇଁ ଜୀବନ ଆଜି ଅବିରତ, ଅଚିନ୍ତ୍ୟ, ଅବଧାରିତ । ଥିଲି କେବେ ଏକ ସ୍ଥିର ନିଶ୍ଚଳ ନୀରବ ନଦୀ ସମୟର ତାଡ଼ନାରେ ଅଧିର, ଅକାମ୍ୟ, ଅପ୍ରବାହିତ ଖୋଜୁଥିଲି ଏକ ପାନ୍ଥଶାଳା ହରିବାକୁ ଆଜୀବନ କ୍ଲାନ୍ତି ଯେଉଁଠାରେ ନଥିବ ଅଶାନ୍ତି, ଅହଙ୍କାର, ଅନବହିତ ପାନ୍ଥଶାଳାର ଅବରୁଦ୍ଧ କୋଠରୀରେ ଅମୃତ ବଚନ ଆହତ ମନକୁ କରିଲା…