ସୁନନ୍ଦା ମହାନ୍ତି

ସୁନନ୍ଦା ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Dheu (ଢେଉ) by Sunanda Mohanty

ଢେଉ

ଆସେ ଯାଏ କହୁ କହୁ କୋଇଲି କଣ୍ଠର କୁହୁ କୁହୁ ସକାଳ ହସୁଛି ସନ୍ଧ୍ୟା ନଇଁଛି ଆସୁ ଯାଉ ଯାଉ ଗୋଠ ବାହୁଡ଼ାର ଯାତ୍ରା ପକ୍ଷୀ ନୀଡ଼ ଫେରା ମାତ୍ରା ସବୁରେ ରହିଛି କେତେ କଥା ପୁଣି ତୁଉ ମୁଉଁ ସମୁଦ୍ର ବେଳାରେ ବୁକୁ ପିଟୁଥାଉ ଯୁଦ୍ଧ ବିରତିର ଶଙ୍ଖ ଶୁଭିଯାଉ କାଉ କିନ୍ତୁ କହେ କା କା ଉଠିଥାଉ ନଈ କହେ ଆଗକୁ ଯାଉ ଯାଉ ତୁଠ ପଥରଟା ନିର୍ଜୀବ ପଡ଼ିଛି କିଏ ଆସୁ ଅବା…

ଅଧିକ ପଢ଼ନ୍ତୁ
Odia Poem Chandrama (ଚନ୍ଦ୍ରମା) by Sunanda Mohanty

ଚନ୍ଦ୍ରମା

ରାତି ସହଚରୀ ଦିନରେ ଅପସରି କୋଉଠି କେମିତି ରୁହ ଚାନ୍ଦିନୀ ରାତିର ପୁନେଇ ଜହ୍ନ ଗୋ ଅମାବାସ୍ୟାରେ କୁଆଡ଼େ ଯାଅ? ଚନ୍ଦ୍ରମା ହୀନା ରଜନୀ ଭଲଲାଗେନା ଦୂରେଇ କାହିଁକି ରୁହ? ମଣିଷ ଜନମ ଭାରି ହୀନିମାନ କେତେ ବା ଜାଣିବି କୁହ ସବୁଜାଣେ ବୋଲି କେମିତି କହିବି ଚନ୍ଦ୍ରମା ଦେଖିନିଅ ଆଖି ଲୁହ ତୁମ ସ୍ପର୍ଶରେ ବିଭୋର ଦୁନିଆଁଟାଯାକ ମୁଁ ନହେବି କେମିତି କୁହ ସୂର୍ଯ୍ୟଙ୍କପରି ସତ୍ୟ ତୁମେ ଗୋ ଚନ୍ଦ୍ରମା ରାତି ଆକାଶରେ ତାରାମେଳେ ରୁହ…

ଅଧିକ ପଢ଼ନ୍ତୁ