ସୁଜାତା ମହାପାତ୍ର

ସୁଜାତା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mukha (ମୁଖା) by Sujata Mohapatra

ମୁଖା

ମାଟି ମୁଠେ ଦେଇଥିଲ ବୋଲି ମାଗୁଛ ଆକାଶ !! ଲୋଡ଼ା ନାହିଁ… ତୁମେ ଫେରାଇ ନେଇପାର ତୁମର ସେ ଦୁର୍ଲଭ ଦାନ !! ମୁଁ ବରଂ ଖୁସି ମୋ ପାଦ ତଳର ଶୂନ୍ୟତାରେ !! ହେଲେ, ମୁଁ କିନ୍ତୁ ତୁମକୁ ଅଧିକାର ଦେଇ ନ ପାରେ ମୋ ହାତ ଗଢ଼ା ଆକାଶଟିରେ !!! ସେ କେବଳ ମୋର… ରକ୍ତ ନିଗାଡ଼ି ତିଆରିଛି ମୁଁ ତାକୁ ବର୍ଷ ବର୍ଷ ଧରି !! ସିଞ୍ଚିଛି ସ୍ୱାଭିମାନର ତତଲା ନିଶ୍ୱାସରେ ଢାଳିଦେଇପାରିବିନି…

ଅଧିକ ପଢ଼ନ୍ତୁ